ଜଳିଗଲା ୩୦ରୁ୪୦ଟି ଗାଡ଼ି

0 158

ଉମରକୋଟ, ୨୨ା୨(ଏସଏସନିଉଜ) ଚନ୍ଦାହାଣ୍ଡିଥାନା ପରିସରରେ ଜଳିଗଲା ୩୦ରୁ ୪୦ଟିଗାଡ଼ି । ଏଗୁଡ଼ିକୁ ଜବତକରି ଥାନା ପରିସରରେ ରଖାଯାଇଥିଲା ।ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟରହିଥିବାର ଜଣାପଡିଛି ।

Leave A Reply

Your email address will not be published.