ମାର୍ଚ୍ଚ୧ରୁ ଯୁକ୍ତ୨ ଥିଓରି ପରୀକ୍ଷା

0 99

ଭୁବନେଶ୍ୱର,୨୨ା୨(ଏସଏସନିଉଜ)ଓଡ଼ିଶାରେ ମାର୍ଚ୍ଚ୧ରୁ ଆରମ୍ଭ ହେଉଛି ଯୁକ୍ତ୨ ଥିଓରି ପରୀକ୍ଷା। ଏଥଲାଗି ବୁଧବାରଠାରୁ ପରୀକ୍ଷା ପରିଚାଳନା ହବଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ ବୋଲି ଜଣାପଡିଛି ।

 

Leave A Reply

Your email address will not be published.