ଚିରନିଦ୍ରାରେ ବର୍ଷା

0 323

ଭୁବନେଶ୍ବର:୩୦/୧୨(ଏସଏସଏନ)ବର୍ଷାକୁ ଆଉ ଦେଖିପାରିବେନି ଲୋକେ । କାହିଁକି ନା ସେ ଆଉ ନାହିଁ । ସମସ୍ତକୁ ଛାଡି ଚାଲିଯାଇଛି । ଯାହାକୁ ନେଇ ନନ୍ଦନକାନନରେ ଦୁଖଃର ଛାୟା ଖେଳିଯାଇଛି । ବର୍ଷା କିଛି ଦିନ ହେବ ମଳକଣ୍ଟକ ରୋଗରେ ପିଡିତ ଥିଲା ।

ଡାକ୍ତରୀ ଟିମି ୫ଦିନ ତଳେ ତାର ଅସ୍ତ୍ରପ୍ରଚାର କରିଥିଲେ । ହେଲେ ସୁସ୍ଥ ହେବା ପରିବର୍ତ୍ତେ ଆଜି ତାର ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ବ୍ୟବଛେଦ ପରେ ଜଣାପଡିବ ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.