ଛୁଆକୁ ଟେକିନେଲା ମାଙ୍କଡ଼

0 127

କେନ୍ଦୁଝର ,୨୩/୧(ଏସଏସନିଉଜ) ରାମଚନ୍ଦ୍ରପୁରଥାନା ଅଧିନସ୍ଥ ତରୁଆଁପଞ୍ଚାୟତର ଲୁଣହାରଗ୍ରାମର ପ୍ରହଲ୍ଲାଦ ମାଝୀଙ୍କ ଘର ବାରଣ୍ତାରେ ଶୋଇଥିବା ତାଙ୍କର ୪ମାସର ଶିଶୁପୁତ୍ରକୁ ମାଙ୍କଡଟି ଟେକି ନେଇପଳାଇଥିଲା। ପରିବା‌ରଲୋକେ ଏହାଜାଣିପାରି ପିଟିତୁଣ୍ଡ କରିବାରୁ ମାଙ୍କଡଟି ଛୁଆକୁ ଫିଙ୍ଗିଦେଲା।ଫଳରେ ଗୁରୁତର ଆହତ ଅବସ୍ଥାରେ ପିଲାଟିକୁ ପରିବାରଲୋକ ଚିକିସ୍‌ାପାଇଁ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି ।

 

Leave A Reply

Your email address will not be published.