ଜବତହେଲା ୧୮୭ କିଲୋଗ୍ରାମ ଗଞ୍ଜେଇ

0 131

କୋରାପୁଟ, ୨୩/୧(ଏସଏସନିଉଜ)ବଙ୍ଗୁରପଡା ନଦୀଘାଟରେ ପାର୍କିଂ ହୋଇଥିବା ଏକ ବୋଲେରୋରୁ ମାଛକୁଣ୍ଡ ପୁଲିସ ୧୮୭ କିଲୋଗ୍ରାମ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି।ଏହି ଘଟଣାରେ କେହି ଗିରଫ ହୋଇନଥିବାବେଳେ ଗଞେଇ ଚୋରାଚାଳଣ ହେଉଥିବାର ପୋଲିସ ଅନୁମାନ କରିଛି ।

Leave A Reply

Your email address will not be published.