ଚିଲେଇଲେ ତଣ୍ଟିକାଟିବୁ

0 155

ନୟାଗଡ଼,୨୧ା୧୨(ଏସଏସନିଉଜ) ନିଖୋଜଛାତ୍ର ଅମ୍ରିତ ବଖାଣିଛନ୍ତି ଲୋମ ଟାଙ୍କୁରା କାହାଣୀ। ରାସ୍ତା ଛାଡ଼ି ନଥିଲେ , ମୁଁ ପାଖକୁ ଯିବାରୁ ପାଟି ବନ୍ଦ କରିଦେଲେ। ଗାଡ଼ି ଭିତରେ ଥିବା ଜଣେ ଲୋକ ପାଟି ବନ୍ଦ କରି ନେଇଗଲେ। ପ୍ରଥମେ ଗୋଦାମ ଭାଇ ଗ୍ୟାରେଜକୁ ନେଇ ୨/୩ ଘଣ୍ଟା ରଖିଲା ପରେ କୁରାଳ ପଣ୍ଡିତସାହି ଆଣିଲେ। ଜଣେ ଜଗୁଥିଲେ । ବାଡ଼ାବାଡ଼ି କରୁ ନଥିଲେ ମଧ୍ୟ ଚିଲେଇଲେ ତଣ୍ଟିକାଟି ଦେବେ ବୋଲି କହୁଥିଲେ ।ଖାଇବାକୁବିସ୍କିଟ ଓ ପକୁଡି ଦେଉଥିଲେ। ମୁଖା ପିନ୍ଧିଥିଲେ ବି ଗାଁ ପିଲା ବୋଲି ଜାଣିପାରିଥିଲି ଅମ୍ରିତ ।କେହି ନଥିଲା ବେଳେ କପଡ଼ା ଖୋଲି ଖସିଆସିଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.