ଚିନିକାରଖାନାରେ ଅଗ୍ନିକାଣ୍ଡ!

0 124

ଭୁବନେଶ୍ୱର,୨୬ା୨(ଏସଏସନିଉଜ) ମହାରାଷ୍ଟ୍ରର ଅହମ୍ମଦନଗରଜିଲ୍ଲା ସେଭଗାଓଁରେ ଥିବା ଗଙ୍ଗାମାଇ ଚିନି କଳର ଡିଷ୍ଟିଲରୀ ୟୁନିଟରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡ ଆରମ୍ଭ ହେବାମାତ୍ରେ ଏଠାରେ ପ୍ରଚଣ୍ଡ ବିସ୍ଫୋରଣରଶବ୍ଦ ମଧ୍ୟ ଶୁଣିବାକୁମିଳିଛି । କାରଖାନାଭିତରେ ୭୦ରୁ ୮୦ ଜଣ ଫସି ରହିଥିବା କୁହାଯାଉଛି। ଦମକଳ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ୟ୍ୟ ଜାରି ରହିଛି। ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.