ଚିନ୍ତା ବଢାଇଛି ନାଇଜେରିଆ ଫେରନ୍ତା

0 212

କଟକ, ୧୮/୧୧(ଏସଏସନିୟଜ) ଦୁଇଜଣ ନାଇଜେରିଆ ଫେରନ୍ତାଙ୍କୁ ନେଇ କଟକ ପ୍ରଶାସନର ଚିନ୍ତା ବଢିଯାଇଛି । ଏହିଦୁଇଜଣଙ୍କର କୋଭିଡ୍ ପଜିଟିଭ୍ ହୋଇଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ମୋଟ୍ ୭ ଜଣ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ବାରା ସଂକ୍ରମିତ କି ନାହିଁ ତାହା ଜାଣିବାପାଇଁ ନମୁନାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.