ଆଜିର ଅନୁଚିନ୍ତା

ତାରିଖ - ୧୯:୧୨:୨୦୨୧(ରବିବାର)

0 620

🦋ଅଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚିରହିଥିବା ଦୁଃଖ ବୁଝିପାରୁଥିବା ଭଳି ମଣିଷଟି ଯଦି ଆପଣଙ୍କ ପାଖରେ ଅଛି , ତେବେ ବୁଝିନିଅନ୍ତୁ ଆପଣ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ ।
🦋”ସଂଘର୍ଷ” ପ୍ରକୃତିର ଆମନ୍ତ୍ରଣ ଅଟେ ,ଯିଏ ସ୍ୱୀକାର କରିଥାଏ.ସେ ହିଁ ଆଗକୁ ବଢ଼ିଥାଏ…
🦋ଜନ୍ମ ପୂର୍ବରୁ ଭଗବାନ ସବୁ ସମ୍ପର୍କ ଗଢ଼ି କରି ପଠାଇଥାଆନ୍ତି ହେଲେ ଦୁଇଟି ସମ୍ପର୍କ ଜନ୍ମ ପରେ ସୃଷ୍ଟି ହୁଏ ଗୋଟେ ହେଲା ” ବନ୍ଧୁତା ” ଆଉ ଗୋଟେ “ଶତୃତା” ।
🦋କ୍ରୋଧ ଶବ୍ଦରେ ରହିବା ଉଚିତ୍ , ମନରେ ନୁହେଁ । ସେହିପରି ପ୍ରେମ କେବଳ ଶବ୍ଦରେ ନୁହେଁ , ମନରେ ମଧ୍ୟ ରହିବା ଉଚିତ୍ଓଁ ସୂର୍ଯ୍ୟ ଦେବାୟ ନମଃ,ଶୁଭ ସକାଳ,ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତାଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🌹🙏🏾ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରୀବାର କୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା

Leave A Reply

Your email address will not be published.