ଚିନ୍ତାରେ ବୈଜ୍ଞାନିକ !

0 220

ଭୁବନେଶ୍ୱର,୧୦ା୨(ଏସଏସନିଉଜ)ସୂର୍ଯ୍ୟପୃଷ୍ଠରୁ ବିରାଟ ଅଗ୍ନିପିଣ୍ଡୁଳା ଖସି ମହାକାଶରେ ବୁଲୁଛି । ବୈଜ୍ଞାନିକମାନେ ଏହି ନିଆଁପିଣ୍ଡୁଳା ଉପରେ ଏବେ ନଜର ରଖିବାସହ ଏହାର ସ୍ଥିତିକୁନେଇ ତର୍ଜମା କରିବାଆରମ୍ଭ କରିଦେଇଛନ୍ତି ।ସୂର‌୍ୟ୍ୟଙ୍କର ଏକ ବଡ଼ଅଂଶ ଭାଙ୍ଗି ସୂର୍ଯ୍ୟଙ୍କଠୁ ଅଲଗାହୋଇଛି । ଯାହାକି ମହାକାଶର ଏକ କକ୍ଷପଥରେ ବୁଲୁଥିବାରୁ ବୈଜ୍ଞାନିକମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏହି ଭଗ୍ନାଂଶ ବା ନିଆଁପିଣ୍ଡୁଳା କୌଣସି ଗ୍ରହ କିମ୍ବା ନକ୍ଷତ୍ର ସହ ଧକ୍କାହେବାର ଯଥେଷ୍ଟ ସମ୍ଭାବନାରହିଛି । ଏମିତିକି ପୃଥିବୀସହ ମଧ୍ୟ ଧକ୍କା ହେବନି ବୋଲି କୁହାଯାଇନପାରେ । ନାସାର ଜେମ୍‌ସ ୱେବ୍ ଟେଲିସ୍କୋପ୍ ଦ୍ୱାରା ଭିଡିଓ ଉତ୍ତୋଳନ କରାଯାଇ ଟ୍ୱିଟରରେ ପୋଷ୍ଟ କରାଯାଇଛି ।

Leave A Reply

Your email address will not be published.