ଚିତାବାଘ ଚମଡ଼ାବିକିବା ବେଳେ ଧରାପଡିଲେ

0 165

ବାଲିଗୁଡ଼ା, ୭/୧୦(ଏସଏସନିୟୁଜ) ଆଜି ବାଲିଗୁଡ଼ା ବନ ବିଭାଗ ଗୋଟିଏ ୮ ଫୁଟଲମ୍ବର ଚିତାବାଘ ଚମଡ଼ା ଜବତ କରିବା ସହ ବାଲିଗୁଡ଼ାର ବିଦ୍ୟାଧର ନାୟକଙ୍କୁ ଗିରଫ କରିଛି। ବାଲିଗୁଡ଼ା ପାଖ ସିର୍ତ୍ତିଗୁଡ଼ା ଛକ ନିକଟରେ ଚଢ଼ଉ କରି ବିଦ୍ୟାଧରକୁ ଗିରଫ କରିଥିଲେ । ବାଘ ଛାଲ ଧରି ଗରାଖକୁ ବିକିବାକୁ ଯିବା ସମୟରେ ବିଦ୍ୟାଧର ବନବିଭାଗର ଟିମ୍ ହାତରେ ଧରାପଡିଥିଲା ।

Leave A Reply

Your email address will not be published.