ସିଏମ ମମତା ବାନାର୍ଜୀଙ୍କ ନୁଆ କ୍ୟାବିନେଟ

0 247

ଭୁବନେଶ୍ୱର,୧୦/୫(ଏସଏସନିୟୁଜ) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଏକ ସପ୍ତାହ ପରେ ମମତା ବାନାର୍ଜୀ ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।ରାଜ ଭବନରେ କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରି ଶପଥଗ୍ରହଣ ଉସ୍‌ବ ହୋଇଯାଇଛି । ପଶ୍ଚିମବଙ୍ଗ କ୍ୟାବିନେଟରେ ପୂର୍ବତନ କ୍ରିକେଟର ମନୋଜ ତିୱାରୀଙ୍କ ସମେତ ମୋଟ ୧୭ ଟି ନୂଆ ଚେହେରା ସମେତ ୪୩ ଟିଏମସି ନେତା ଆଜି ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।୨୪ ଟିଏମସି ବିଧାୟକ ମନ୍ତ୍ରୀ ଏବଂ ବାକି ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

 

Leave A Reply

Your email address will not be published.