ଦ୍ୱିତୀୟ କରୋନା ରୋଗୀ ମୃତ ,ଜଣେ ଚିହ୍ନଟ

0 244

ଭୁବନେଶ୍ୱର,୬/୫(ଏସଏସନିୟୁଜ)ଜଣେ କରୋନା ଆକ୍ରାନ୍ତ ଗତକାଲି ରାତିରେ ମୃତ୍ୟୁବରଣ କରିଛନ୍ତି ।ସେ ମଧୁସୁଧନ ନଗରର ୭୭ବର୍ଷ ବ୍ୟକ୍ତି ଅଟନ୍ତି ।କିମ୍‌ସ କୋଭିଡ ହସପିଟାଲରେ ସେ ଚିକିସ୍‌।ଧିନ ଥିଲେ ।ସେ ଉଚ୍ଚରକ୍ତଚାପ,କିଡ୍‌ନି ଓ ଡାଇବେଟିସ ରୋଗ ସହ କରୋନାରେ ଆକ୍ରାନ୍ତ ଥିଲେ । ବୋଲି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।ଯାହାଫଳରେ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨ରେ ପହଁଚିଥିବାବେଳେ ଦୁଇଜଣ ଯାକ ଖୋର୍ଦ୍ଧା ଜିଲ୍ଲାର ଅଟନ୍ତି ।ଖୋର୍ଦ୍ଧା ଜିଲ୍ଲାରେ ମୋଟ ୪୭ଜଣ ଆକ୍ରାନ୍ତ ହୋଇଛନ୍ତିା ଏହାସହ ଗଞାମ ଜିଲ୍ଲାରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।୧୮ବର୍ଷର ଏହି ଯୁବକ ସୁରତ ରୁ ଫେରିଥିବାର ସୁଚନା ଓ ଲୋକସମ୍ପକବିଭାଗ ପକ୍ଷରୁ କୁହାଯାଇଛି ।ଏହି ଯୁବକ ଜଣକ କାହା କାହା ସଂଶର୍ସରେ ଆସିଛି ତାହା ଜାଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।ଯାହାଫଳରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ୧୭୭ରେ ପହଁଚିଛି ।ସେଥିମଧ୍ୟରେ ୬୦ଜଣ ସୁସ୍ଥ ହୋଇଥିବାବେଳେ ୧୧୫ଜଣ ଚିକିସ୍‌ିତ ହେଉଛନ୍ତି ।

Leave A Reply

Your email address will not be published.