କ୍ରେଡିଟ୍ କାର୍ଡରେ ୮କୋଟି ଗୋଲ୍‌

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ ଅଭିଯୋଗରେ ୫ଜଣ ଗିରଫ ହୋଇଛନ୍ତି ।ଏହାସହ ୪୫୦ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ସହ ୪ଟି କିଓସ୍କ ମେସିନ୍ ଜବତ ହୋଇଛି ।ନଗଦ ୭ ଲକ୍ଷ ଟଙ୍କା ସହ ଏକାଧିକ ବ୍ୟାଙ୍କ ପାସବୁକ୍ ମଧ୍ୟ ଜବତ ହୋଇଛି ।ନକଲି ଡକ୍ୟୁମେଣ୍ଟ ଦେଇ ଅନ୍ୟ ନାଁରେ କ୍ରେଡିଟ୍ କାର୍ଡ କରୁଥିଲେ ଠକ ।ଏସବୁ କ୍ରେଡିଟ୍ କାର୍ଡକୁ ବିଭିନ୍ନ ହସ୍ପିଟାଲରେ ବ୍ୟବହାର କରୁଥିଲେ ।ହସ୍ପିଟାଲ ବିଲିଂଏଜେଣ୍ଟ ସହ ମିଶି ଠକେଇ କରୁଥିଲେ ଅଭିଯୁକ୍ତାଟଙ୍କା ଦେବାସତ୍ତ୍ବେ ରୋଗୀଙ୍କ ପେମେଣ୍ଟ କ୍ରେଡିଟ୍ କାର୍ଡରେ କରୁଥିଲେ ।ବିଲିଂଏଜେଣ୍ଟ କ୍ରେଡିଟ୍ କାର୍ଡରେ ସ୍ବାଇପ୍ କରି ପେମେଣ୍ଟ ନେଉଥିଲୋରୋଗୀସଂପର୍କୀୟ ଦେଉଥିବାକ୍ୟାସକୁ ରଖି ନେଉଥିଲେ ଅଭିଯୁକ୍ତ ବୋଲି ତଦନ୍ତବେଳେ କମିସିନେରେଟପୋଲିସ ଜାଣିବାକୁ ପାଇଛି ।

- Advertisement -

Leave A Reply

Your email address will not be published.