କ୍ରାଇମ୍ ସିନ୍ ରିକ୍ରିଏସନ

ନୟାଗଡ଼,୨୦।୧୨(ଏସଏସ ନିଉଜ) ସପ୍ତମଶ୍ରେଣୀ ଛାତ୍ର ଅମ୍ରିତ ଅପହରଣ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ନେଇ କୁରାଳ ଗାଁରେ କ୍ରାଇମ୍ ସିନ୍ ରିକ୍ରିଏସନ କରାଯାଇଛି। ଅପହରଣ ପରେ ଅମ୍ରିତଙ୍କୁ ରଖିଥିବା ପଣ୍ଡିତସାହି ଘରକୁ ଅଭିଯୁକ୍ତଙ୍କୁ ନେଇଥିଲା ପୋଲିସ । ପଣ୍ଡିତସାହି ଘର କୂଅରୁ ଅମ୍ରିତଙ୍କ ସ୍କୁଲ ବ୍ୟାଗ ଓ ଗୋଦାମ ଘରୁ ଜ୍ୟାକେଟ ମିଳିଲା।

- Advertisement -

Leave A Reply

Your email address will not be published.