କରେଣ୍ଟ ଲାଗି ୧ମୃତ, ୨ ଗୁରୁତର

0 291

ଭଦ୍ରକ,୮/୭(ଏସ ଏସ ନିଉଜ) କରେଣ୍ଟ ଲାଗି ଜଣେ ମୃତୁବରଣ କରିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ବନ୍ତ ଥାନା ପଦାକଣା ଗାଁରେ ବରଯାତ୍ରୀ ଯାଉଥିବା ଏହି ବେଳେ ଅଘଟଣ ଘଟିଛି ।ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁ ଏହି ଅଘଟଣ ଘଟିଥିବାର ଜଣାପଡିଛି ।

Leave A Reply

Your email address will not be published.