କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ନାହି

0 525

କଟକ,୨୧/୮ ( ଏସ ଏସ ନିୟୁଜ ) ଚଳିତବର୍ଷ କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କଟକ ଡିସିପି ପ୍ରତୀକ ସିଂହ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ଦେବା ଲାଗି ହାଇକୋର୍ଟରେ ମାମଲା ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ହାଇକୋର୍ଟ ରାୟ ଦେଇଥିଲେ। କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଚଳିତବର୍ଷ କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କଟକ ଡିସିପି କହିଛନ୍ତି ।

Leave A Reply

Your email address will not be published.