ସାଇବର ଜାଲରେ ପଡିଲେ ଯୁବ ଡାକ୍ତର

0 153

କେନ୍ଦ୍ରାପଡ଼ା ,୧୩/୬(ଏସଏସନିୟୁଜ) ସାଇବାର ଜାଲରେ ପଡିଲେ ଯୁବ ଡାକ୍ତର । ୧୧ଲକ୍ଷ ଟଙ୍କା ଠକାମିର ଶିକାର ହେଲେ । ଏହିଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ାମ୍ବିଳା ଗାଁରେ ଘଟିଛି । ଟଙ୍କା ଡବଲ କରିବାକୁ ଲୋଭ ଦେଖାଇଥିଲେ ଏହି ସାଇବର ଠକ । ଯାହାର ଶିକାର ହୋଇଛନ୍ତି ଯୁବ ଡାକ୍ତର ଓ ସାଇବର ଲୁଟେରା ଲୋଭ ଦେଖାଇ ଯୁବ ଡାକ୍ତରଙ୍କ ଠାରୁ ୧୧ଲକ୍ଷ ଠକିନେଇଛନ୍ତି ।ସେ ହେଉଛନ୍ତି ରାଜକନିକା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଯୁବ ଡାକ୍ତର ବାଦଲ । ଏସର୍ମ୍ପକରେ ଆଳି ଥାନାରେ ଏତଲା ଦିଆଯିବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.