ମୁକୁଲଙ୍କ ପରେ ଆଉ ୩ ବିଜେପି ବିଧାୟକ ଟିଏମସିରେ ମିଶିବେ !

0 176

କୋଲକାତା,୧୩/୬(ଏସଏସନିୟୁଜ) ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ବିଜେପି ଛାଡ଼ି ମୁକୁଲ ରୟ ମିଶିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମୁକୁଲଙ୍କ ପରେ ଆଉ ୩ ବିଜେପି ବିଧାୟକ, ଜଣେ ପୂର୍ବତନ ବିଧାୟକ ଓ ଜଣେ ସାଂସଦ ମଧ୍ୟ ସମାନ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି। ବିଜେପିର ରାଜ୍ୟ ମୁଖ୍ୟ ଦିଲୀପ ଘୋଷ ଉତ୍ତର ୨୪ ପ୍ରଗଣାରେ ବୈଠକ ଡାକିଥିବା ବୈଠକରେ ବିଜେପି ଛାଡ଼ିବାକୁ ଥିବା ୩ ବିଧାୟକ ଯୋଗନଦେବାସହ ମୁକୁଲ ରୟଙ୍କୁ ପ୍ରଶଂସା କରିଛନ୍ତି । ବୈଠକରେ ୩ ବିଜେପି ବିଧାୟକ ଓ ଜଣେ ସାଂସଦ ଯୋଗ ନଦେବା ସହ ବିଭିର୍ଣ ବୟାନ ବାଜି ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.