ସାଇବର ଠକ ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୁଲିସ

0 183

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ଆଜି କମିସନରେଟ ପୁଲିସ ୭ଜଣ ସାଇବର୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏହି ୭ ଲୁଟେରା କଟକରେ ଅଫିସ୍ କରି ସାଇବର୍ ଅପରାଧ ଚଳାଇଥିଲେ । ଏମାନେ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜରିଆରେ ଅପରାଧିକ କାର‌୍ୟ୍ୟ କରିବାସହ ଠକିସାରିିବା ପରେ ସିମ୍ ଗୁଡିକୁ ନଷ୍ଟ କରି ଦେଉଥିଲେ ବୋଲି ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହି ହାଇପ୍ରୋଫାଇଲ ସାଇବରଠକଙ୍କଠାରୁ ୭ ସାଇବର୍ ଲୁଟେରାଙ୍କଠାରୁ ୧୫୦ ମୋବାଇଲ୍, ୧୬ ହଜାର ସିମ୍ କାର୍ଡ ଜବତ କରାଯାଇଛି ।

Leave A Reply

Your email address will not be published.