ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା

0 166

ଭୁବନେଶ୍ୱର୨୯/୬(ଏସଏସନିୟୁଜ) ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା । ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଜ୍ୱରରେ ପଡ଼ିଥିବାରୁ ଶ୍ରୀଜିଉଙ୍କର ଗୁପ୍ତ ସେବା ଆରମ୍ଭ ହୋଇଛି । ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ୨ଟି ମାଟି ର୍ନିମିତ ଘୁମାରେ ଏକ ବର୍ଷ ପର‌୍ୟ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ । ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଏହି ଫୁଲୁରୀ ତେଲ । ଓଡିଆ ମଠ ପକ୍ଷରୁ ଫୁଲରୀ ତେଲ ଯୋଗାଇ ଦିଆଯାଇଥାଏ।

Leave A Reply

Your email address will not be published.