ଡକାୟତି ଯୋଜନା ହେଲା ପଣ୍ଡ, ଧରାପଡିଲେ ଜଣେ

0 165

ଓଡ଼ଗାଁ,୧୭/୧୦(ଏସ ଏସ ନିୟୁଜ) ବେଲପଡିଆ ଠାରେ ଡକାୟତ ଯୋଜନା କରୁଥିବା ବେଳେଏକ ଡକାୟତ ଗ୍ୟାଙ୍ଗର ଜଣେ ସଦସ୍ୟ ଓଡ଼ଗାଁ ଏନଏସି ଅନ୍ତର୍ଗତ ଜାରିଙ୍ଗି ର ଭକ୍ତି ଡାକୁଆକୁ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଧରିବାରେ ସକ୍ଷମ ହୋଇଥିବାବେଳେ ମାଷ୍ଟର ମାଇଣ୍ଡ ଶଙ୍କର ସାହୁ ଫେରାର ହୋଇଯାଇଛି।ସେମାନଙ୍କ ଠାରୁ ଖଣ୍ଡା, କଟୁରୀ ଭଳି ମାରଣାସ୍ତ୍ର ଜବତ କରିବା ସହ ବାଇକ ନଂ OD 25 J 0877 ନମ୍ବର ବିଶିଷ୍ଟ ଏକ ୟାମହା ଏଫଜେଡ ବାଇକ ଜବତ କରିଛି ।

Leave A Reply

Your email address will not be published.