ଡାକ୍ତରଖାନାରୁ ଡିସଚାର୍ଜ ହେଲେ ପ୍ରଥମ କରୋନା ସଂକ୍ରମିତ

0 228

ଭୁବନେଶ୍ୱର: ୩/୪(ଏସଏସନିୟୁଜ) ରାଜ୍ୟବାସୀଙ୍କ ପାଇଁ ଖୁସିର ଖବର । ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ମେଡାକାଲରୁ ଡିସଚାର୍ଜ କରାଯାଇଛି । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରୁ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଡିସଚାର୍ଜ କରାଯାଇଛି । ତାଙ୍କର ସ୍ବାବ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦିଆଯାଇଛି । ଗତ ବୁଧବାର ରାତିରେ ଦ୍ବିତୀୟକରୋନା ରୋଗୀଙ୍କୁ ଡିସଚାର୍ଜ କରାଯାଇଥିବାବେଳେ ରାଜ୍ୟର ୩ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଟ୍ବିଟ୍ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ।

Leave A Reply

Your email address will not be published.