ଦମ୍ପତିଙ୍କୁ ପୋଡ଼ି ହତ୍ୟା ଉଦ୍ୟମ

0 136

ଉଦଳା,୨୮/୧୧(ଏସଏସନିଉଜ)ପେଟ୍ରୋଲଢାଳି ଘର ଜାଳିଦେଇଛନ୍ତି ଦୁର୍ବୃତ୍ତ । ଏହାଫଳରେ ସ୍ୱାମୀଓସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉଦଳାଥାନା କଳିଅଳମ ପଞ୍ଚାୟତ ନୂଆସାହିରେ ଦଂପତିଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।ରାତିରେ ଶୋଇଥିଲାବେଳେ ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛନ୍ତି ଗାଁର ୨ଜଣବ୍ୟକ୍ତି ।ଏହି କାଣ୍ଡ କରିବାପରେ ଫେରାର ହୋଇଯାଇଛନ୍ତି । ଅନ୍ୟଘରେ ଶୋଇଥିବା ୪ ଝିଅ ସୁରକ୍ଷିତ ଥିବାର ଜଣାପଡିଛିା ତେବେ ନିଆଁ ଲଗାଇବାର ପକୃତ କାରଣ ଜଣାପଡିନାହିଁ ।

 

Leave A Reply

Your email address will not be published.