ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ

0 203

ଅନୁଗୁଳ, ୧୯/୬(ଏସଏସନିଉଜ)ଛେଣ୍ଡିପଦା ରେଞ୍ଜ ଖଇରବେରେଣୀରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁବରଣ କରିଛି ।ମୃତ୍ୟୁବରଣ କରିଥିବା ମହିଳା ହେଉଛନ୍ତି ଶୈଳବାଳାଦେହୁରୀ (୫୫) ।ଶୈଳବାଳା ସହ ଅନ୍ୟ ୪ ଜଣ ମହିଳା ସାଥି ହୋଇ ଭୋର ସମୟରେ ଶୌଚ ପାଇଁ ଘର ପାଖ ଆମ୍ବତୋଟାକୁ ଯାଇଥିବାବେଳେ ହାତୀପଲ୍ଲ ହାବୁଡରେ ପଡିଯାଇଥିଲେ ।ଅନ୍ୟମାନେ ଖସି ପଳାଆସିଥିବାବେଳେଶୈଳବାଳାଙ୍କୁ ହାତୀ କଚାଡି ମାରିଥିଲା।

Leave A Reply

Your email address will not be published.