ଡେମୋ ଦେଖାଇଲା ଅଭିଯୁକ୍ତ

0 199

ବାଲୁଗାଁ,୨୭ା୧(ଏସଏସନିଉଜ) ସାଙ୍ଗକୁ ମାରି କୂଅରେ ଫିଙ୍ଗିବା ଘଟଣାରେ ଅଭିଯୁକ୍ତ ଆଶୀର୍ବାଦ ବେହେରାକୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଛି ପୋଲିସ । ୨ଦିନିଆ ରିମାଣ୍ଡରେ ନେଇ ସିନ୍ ରିକ୍ରିଏସନ କଲା ବାଣପୁର ପୋଲିସାବାଣପୁର ଖମାରସାହିସ୍ଥିତ ଭଡ଼ାଘରେ ଡେମୋ ଦେଖାଇଲା ଅଭିଯୁକ୍ତାଦୀକ୍ଷିତପଡାର ଏକକୂଅରୁ ଆଶୁତୋଷ ମହାପାତ୍ରଙ୍କ ମୃତଦେହ ମିଳିଥିଲାା

 

Leave A Reply

Your email address will not be published.