ଗ୍ରାଣ୍ଡସ୍ଲାମ୍ ଟେନିସରୁ ସାନିଆ ନେଲେ ଅବସର

0 181

ଭୁବନେଶ୍ୱର,୨୭ା୧(ଏସଏସନିଉଜ)ଗ୍ରାଣ୍ଡସ୍ଲାମ୍ ଟେନିସରୁ ଅବସର ନେଲେ ଟେନିସ ତାରକା ସାନିଆ ମିର୍ଜା। ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟପରେ ଅବସରନେଲେ ସାନିଆ। ଆଜି ଅଷ୍ଟ୍ରେଲିଆନ୍ ‘ମିକ୍ସଡ୍ ଡବଲ୍‌ସ୍‌’ ଫାଇନାଲ୍ ମ୍ୟାଚରେ ‘ରନର୍‌-ଅପ୍‌’ ହୋଇ ଗୌରବମୟ ଟେନିସ୍ କ୍ୟାରିୟର୍ ଶେଷ କଲେ ସାନିଆ ମିର୍ଜା କ୍ଷ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ବ୍ରାଜିଲୀୟ ଯୋଡ଼ି ଲୁଇସା ଷ୍ଟିଫାନି ଏବଂ ରାଫେଲ୍ ମ୍ୟାଟୋସ୍‌ଙ୍କଠାରୁ ୬-୭ (୨-୬) ଏବଂ ୨-୬ରେ ହେଲେ ପରାସ୍ତ ।ଏଥିସହ ଶେଷହୋଇଛି ସାନିଆମିର୍ଜାଙ୍କର ଗୌରବମୟ ଟେନିସ୍ କ୍ୟାରିୟର୍‌। ଦୁଃସାହସିକ ଉଦ୍ୟମସତ୍ତ୍ବେ ଶେଷକୁ ୩୬ବ‌ର୍ଷୀୟ ସାନିଆ ‘ସିକ୍ସ୍ ଡବଲ୍‌’ ହାସଲକରି ହେଲେ ପରାଜିତ ବିଦାୟୀମ୍ୟାଚ୍ ପରେ ଭାବପ୍ରବଣ ହୋଇ କାନ୍ଦିପକାଇଥିଲେ ସାନିଆା

Leave A Reply

Your email address will not be published.