ଦେଶରେ ପୁଣି ବଢିଲା କରୋନା

0 173

ଭୁବନେଶ୍ୱର,୫/୭(ଏସଏସନିଉଜ) ଦେଶରେ ପୁଣି ବଢିବଢି ଚାଲିଛି କରୋନାର ପ୍ରକୋପ ।ନୂଆଦିଲ୍ଲୀସ୍ଥିତ ଆଇଜିଆଇବିର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ମତ ଅନୁସାରେ ୯ ପ୍ରକାରର ନୂଆ ଭାରିଆଣ୍ଟ ଚିହ୍ନଟ ହେଲାଣି ।ଏହି ଭାରିଆଣ୍ଟ ଡେଲଟା ପରି ମଣିଷ ଶରୀରର ଇମ୍ୟୁନିଟିକୁ କମ କରିଥାଏ। ବିଏ.୨.୭୫ ଭାରିଆଣ୍ଟ କିଛି ଦିନ ପୂର୍ବରୁ ବାହାରିଥିବା ବେଳେ ବର୍ତ୍ତମାନ ବାହାରିଥିବା ନୂଆ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଭାରିଆଣ୍ଟ ଇମ୍ୟୁନିଟିକୁ କମ କରି ଦେଉଛି ।ଗତକାଲି ଗୋଟିଏ ଦିନରେ ୧୬,୧୩୫ ଟି ନୂଆ କରୋନା ଜୀବାଣୁ ସଂକ୍ରମଣ ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତ ସଂଖ୍ୟା ୪,୩୫,୧୮,୫୬୪ କୁ ବୃଦ୍ଧି ପାଇଲା।

 

Leave A Reply

Your email address will not be published.