ମୁମ୍ବାଇରେ ଅସମ୍ଭାଳ ବର୍ଷା

0 168

ଭୁବନେଶ୍ୱର,୫/୭(ଏସଏସନିଉଜ) ମୁମ୍ବାଇରେ ଅସମ୍ଭାଳ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମୁମ୍ବାଇର ଅଧିକାଂଶ ସହରରେ ବର୍ଷା ହୋଇ ଚାରିଆଡ଼ ଜଳମୟ ହୋଇଛି। ସହରର ଲୋକାଲ ଟ୍ରେନ୍ ଏକ୍ସପ୍ରେସ୍ ବି ଏହି ବର୍ଷା ହେତୁ ହେଲା ପ୍ରଭାବିତ ।ଉଦ୍ଧାର କାର‌୍ୟ୍ୟରେ ୫ ଏନଡିଆରଏଫ୍ ଟିମ୍ ସାମିଲ୍ ହୋଇଥିବାର ଜଣାପଡିଛି ।

 

Leave A Reply

Your email address will not be published.