୨୦ ଲକ୍ଷର ଗଞ୍ଜେଇ ଜବତ

0 154

ଭୁବନେଶ୍ୱର,୫/୭(ଏସଏସନିଉଜ)ପ୍ରାୟ ୨୦ ଲକ୍ଷର ଗଞ୍ଜେଇ ଜବତ କଲା ଲମତାପୁଟ ପୋଲିସ ।ଆନ୍ଧ୍ର ସୀମାନ୍ତ ଜଲାପୁଟରୁ ଚାଲାଣ ବେଳେ ୨୭୯ କେଜି ଗଞ୍ଜେଇ ଜବତ ହୋଇଛି ।.ସିଲେଇପୁଟ ଛକରେ ଗାଡ଼ି ଯାଞ୍ଚ ବେଳେ ଏହାଜଣାପଡିଥିଲା ।ତେବେ କୈାଶଳକ୍ରମେ ଚାଳକ ଫେରାର ହୋଇଯାଇଥିଲା ।

Leave A Reply

Your email address will not be published.