ତିନି ରଥର ମରାମତି କାର୍ଯ୍ୟ ଆରମ୍ଭ

0 196

ପୁରୀ,୫/୭(ଏସଏସନିଉଜ) ପୂର୍ତ୍ତ ବିଭାଗର ଯାଞ୍ଚ ସମୟରେ ତାଳଧ୍ଵଜ ରଥର ପଡିନାହାକା ଚକ ଓ ଦର୍ପଦଳନ ରଥର ବଡ ଉଛୁଳା ଚକରେ ଫାଟ ଥିବା ଜଣାପଡିଥିଲା ।ଏହାପରେ ଭୋଇ, ମହାରଣା, କମାର ସେବକଙ୍କ ଉପସ୍ଥିତିରେ ଚାଲିଛି ମରାମତି କାର୍ଯ୍ୟ ପହିପାତିଆ ଓ ଲୁହା କ୍ଲାମ୍ପ ଦିଆଯାଇ ହେବ ମରାମତି କାର୍ଯ୍ୟ ।ଅନ୍ୟପଟେ ଆଜି ଅନୁଷ୍ଠିତ ହେବ ହେରାପଞ୍ଚମି ନୀତି, ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯିବେ ମାଆ ଲକ୍ଷ୍ମୀ, ଫେରିଲା ବେଳେ ଭାଙ୍ଗିବେ ନନ୍ଦିଘୋଷ ରଥ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡିଛି ।

 

Leave A Reply

Your email address will not be published.