ରାସ୍ତାରେ ଲାଗିଲା ସୋଲାର ଲାଇଟ

0 173

ବାରଙ୍ଗ,୪/୭(ଏସଏସନିଉଜ)ଭୁବନେଶ୍ବର ଉପକଣ୍ଠ ପଞ୍ଚସଖା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାରଙ୍ଗ କୁଞ୍ଜବିହାରୀ କଲେଜ ନିକଟସ୍ଥ ଛୋଟ ସାଇପନ ପାଖରେ ଲୋକଙ୍କର ଗମନା ଗମନ ଅସୁବିଧା ହେତୁ ଏକ ସୋଲାର ଲାଇଟ ଲଗାଇଛନ୍ତି ।ଜ୍ଝଏହି ରାସ୍ତା ଦେଇ ପଟିଆ ରୁ ଦୈନିକ ସହ ସହ ଲୋକ ଯିବା ଆସିବା କରନ୍ତି ଜ୍ଝତାସହ ବାରଙ୍ଗ ବ୍ଲକ ଛକ ରୁ. ଭୁବନେଶ୍ବର ରସୁଲଗଡ଼. ପଟିଆ. ମଞ୍ଚେଶ୍ୱର. ପ୍ରତାପନଗରୀ ଲୋକ ସୁବିଧା ରେ ଗମନା ଗମନ କରନ୍ତି ଜ୍ଝଆଜିର ଏହି ସୋଲାର ଆଲୁଅ ଲଗାଇଛନ୍ତି ଟ୍ରଷ୍ଟ ର ସଭାପତି ଜନକ ମାଝୀ ଓ ସଭ୍ୟ ଅସିତ ସାସମଲ, ଲଲିଟେନ୍ଦୁ ପ୍ରଧାନ, ଅମୁଲ୍ୟ ଜେନା, ସୁରେଶ ଜେନା ଓ ଉପଦେଷ୍ଟା ଭଗବାନ ଜେନା ଉପସ୍ଥିତ ଥିଲେଜ୍ଝ ଟ୍ରଷ୍ଟର ଏହିଭଳି କାର‌୍ୟ୍ୟକୁ ୫ପଂଚୟତବାସୀ ସାଧୁବାଦ ଜଣାଇଛନ୍ତି ।

 

Leave A Reply

Your email address will not be published.