ଧାମନଗର ଏନଏସିର ୬ଟି ବୁଥରେ ହେବ ସାନି ନିର୍ବାଚନ

0 156

ଭଦ୍ରକ, ୩୦/୩(ଏସ ଏସ ନିଉଜ) ଧାମନଗର ଏନଏସିର ଏନଏସିର ୩,୮, ୯, ୧୬,୧୭,୧୮ ୬ଟି ବୁଥରେ ଏପ୍ରିଲ ୫ରେ ହେବ ସାନି ନିର୍ବାଚନ ହେବାନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏପ୍ରିଲ ୫ ତାରିଖ ଦିନ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବା ସହ ଏପ୍ରିଲ ୬ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ପରେ ସେଠାରେ ନିର୍ବାଚନ ବନ୍ଦ ରହିଥିଲା ।

Leave A Reply

Your email address will not be published.