ଧାନକଟା ମେସିନ୍ ଚଢି ବାଳକ ମୃତ

0 108

ପଟ୍ଟାମୁଣ୍ଡାଇ, ୨୪ା୧୨(ଏସଏସନିଉଜ) କଡ଼ଇନ୍ତା ଗାଁରେ ଧାନକଟା ମେସିନ୍ ମାଡ଼ିଯିବାରୁ ଜଣେ ବାଳକ ମୃରତ୍ୟୁବରଣ କରିଛି । ବିଲକୁ ବାପାଙ୍କ ପାଇଁ ପାଣି ନେଇ ଯାଇଥିବାବେଳେ ପୁଅ ଅଘଟଣର ଶିକାର ହୋଇଛନ୍ତି ।

Leave A Reply

Your email address will not be published.