ଧୋନୀଙ୍କ ବାପା-ମାଆ ହସ୍ପିଟାଲରେ ଭର୍ତ୍ତି

0 300

ଭୁବନେଶ୍ୱର,୨୧/୪(ସତ୍ୟସନ୍ଧାନ ଡେସ୍କ) ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବାପା ଓ ମାଙ୍କୁ କରୋନା ହୋଇଥିବା ଜଣାପଡିଛି ।ତାଙ୍କୁ ଚିକିତ୍ସା ପାଇଁ ରାଞ୍ଚିର ପଲ୍ସ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମା’ ଓ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି ବୋଲି ଚିକିସ୍‌ସା କରୁଥିବା ଡାକ୍ତରଙ୍କ କହିଛନ୍ତି ।ଏବେ ଆଇପିଏଲ ମ୍ୟାଚ୍ ଚାଲିଥିବାରୁ ଧୋନି ମୁମ୍ୱାଇରେ ରହିଥିବାବେଳେ ତାଙ୍କ ବାପାମାଆ ଝାଡଖଣ୍ଡ ରାଞ୍ଚିରେ ରହୁଛନ୍ତି ।

Leave A Reply

Your email address will not be published.