ପକୃତ ମାଲିକଙ୍କୁ ପୋଲିସ ଫେରାଇଲା ଚୋରୀଜିନିଷ

0 208

କଟକ,୨୧/୪(ଏସଏସନିୟୁଜ) ଚୋରି ଓ ଲୁଟ ହୋଇଥିବା ଜିନିଷକୁ ଉଦ୍ଧାର କରି କମିସିନେରେଟ ପୋଲିସ ତାର ମାଲିକମାନଙ୍କୁ ହସ୍ତାନ୍ତର କରିଛି । କଟକ ରଅଞ୍ଚଳରୁ ଚୋରି ହୋଇଥିବା ସାମଗ୍ରୀକୁ ପୋଲିସ ଜବତ କରିଥିବାବେଳେ ଆଜି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଚୋରିସାମଗ୍ରୀର ପକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି।ପୋଲସିଦ୍ୱାରା ଜବତ ହୋଇଥିବା ୬୯ଟି ମୋବାଇଲ ଫୋନ, ୨ ଟି ଲାପଟପ, ୧୮ ଟି ବାଇକ, ୩ ଟି ଏଲଇଡି ଟିଭି ଓ ୨ ଟି ସ୍ମାର୍ଟ ୱାଚ, ଗୋଟିଏ ଡିଜିଟାଲ କ୍ୟାମେରା ଜବତ କରି ମାଲିକମାନଙ୍କୁ ପୋଲିସ ଫେରସ୍ତ ଦେଇଛି ।ଏହି ଚୋରିାସମଗ୍ରୀସବୁକୁ ପୋଲିସ ଗତ୩ମାସ ମଧ୍ୟରେ ଜବତ କରିରଳଖିଥିଲା ।ଆଜିøା ପୋଲିସର ଏହି ପ୍ରୟାସ ଯୋଗୁ ୧୦୦ଜଣ ମାଲିକ ସେମାନଙ୍କର ଚୋରୀ ସାମଗ୍ରୀକୁ ଫେରିପାଇଛନ୍ତି । ସମ୍ପତ୍ତି ହସ୍ତାନ୍ତର କାର୍ଯ୍ୟାକ୍ରମରେ କଟକ ଡିସିପି ପ୍ରତୀକ ସିଂହଙ୍କ ସମେତ ବିଭିର୍ଣଥାନାଅଧରକାରୀମାନେ ଉପସ୍ତିତ ଥିଲେ ।

 

Leave A Reply

Your email address will not be published.