ଧାନ ପାଇଁ ଡେଡଲାଇନ୍

IT ଫାଇଲ କରିଥିଲେ ବି କଟିବନି କାର୍ଡ

ଭୁବନେଶ୍ବର,୨୫।୨(ଏସଏସନିଉଜ)ଧାନ କିଣାର ଡେଡଲାଇନ ଦେଲେ ରାଜ୍ୟ ସରକାର।ମାର୍ଚ୍ଚ ୩୧ ପରେ ଧାନ ନେବେନି ସରକାର ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ୍ ଧାନସଂଗ୍ରହ ହୋଇଥିବା ବେଳେ ଟାର୍ଗେଟରେ ୯୦% ଧାନସଂଗ୍ରହ ହୋଇ ସାରିଲାଣି।
ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ।ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର ବୋଲି ସୂଚନାଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଡୋର ଟୁ ଡୋର ବୁଲି ସର୍ଭେ କରିବେ ଅଧିକାରୀ।ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡରହୁ ବୋଲି କହିଛନ୍ତି ମନ୍ତ୍ରୀ।

- Advertisement -

Leave A Reply

Your email address will not be published.