ଦିଲୀପ ତିର୍କୀ ନାମାଙ୍କନ କଲେ

0 183

ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ହକି ଇଣ୍ଡିଆ ସଭାପତି ପଦ ପାଇଁ ଦିଲୀପ ତିର୍କୀଙ୍କ ନାମାଙ୍କନ ଦାଖଲ କରିଛନ୍ତି।ନାମାଙ୍କନ ଭରିଥିବା ନେଇ ଟ୍ୱିଟର୍‌ରେ ସୂଚନା ଦେଲେ ଦିଲୀପ ତିର୍କୀ।
ହକି ଇଣ୍ଡିଆକୁ ନୂଆ ସୋପାନ ରେ ପହଞ୍ଚାଇବାକୁ ପ୍ରତିଜ୍ଞାବଦ୍ଧ- ଦିଲୀପ ତିର୍କୀ।ଦଳର ପୂର୍ବତନ ଅଧିନାୟକ ଭାବେ ଅନେକ ରେକର୍ଡ କରିଛନ୍ତି ଦିଲୀପ।

Leave A Reply

Your email address will not be published.