ରାମପଲ୍ଲୀ ଗାଁରେ ଗୋଷ୍ଠୀ ସଂଘର୍ଷ

0 131

ଚାନ୍ଦବାଲି,୧୮/୯(ଏସଏସ ନିଉଜ) ରାମପଲ୍ଲୀ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ୧୦ଜଣ ଆହତ ହୋଇଛନ୍ତି । ରାସ୍ତା ନିର୍ମାଣ କାମକୁ ନେଇ ପୂର୍ବରୁ ଥିବା ବିବାଦରୁ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୩ଜଣ ମହିଳାଙ୍କ ସମେତ ୧୦ଜଣ ଆହତ ହୋଇଛନ୍ତି।ସେଥିମଧ୍ୟରୁ ଗୁରୁତର ୫ ଜଣଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.