ଦିନ ଦ୍ୱିପ୍ରହରରେ ବାପ-ପୁଅଙ୍କୁ ଗୁଳି

0 299

ନୁଆପଡ଼ା,୨୧/୫(ଏସଏସନିୟୁଜ) ନୁଆପଡ଼ା ସିନାପଲି ରାବଣ ଛକରେ ବାଇକରେ ଆସୁଥିବାବେଳେ ବାପପୁଅଙ୍କୁ ପଛପଟୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପଛରୁ ଆସୁଥିବା ଏକ ଦ୍ରୁତଗାମୀ କାରରୁ ଗୁଳି କରାଯାଇଥିବା ସୂଚନା ମିଳିଛି ।ଗୁଳିକାଣ୍ଡର ପକୃତ କାରଣ ଅଦ୍ୟାବଧି ଜଣାପଡିନଥିବାର ଜଣାପଡିଛି ।

Leave A Reply

Your email address will not be published.