ଦିନକରେ୧୧୪ ଡେଙ୍ଗୁ ରୋଗୀ

ସୁନ୍ଦରଗଡ଼,୨୨/୯(ଏସଏସନିଉଜ)ସୁନ୍ଦରଗଡ଼ ଜିଲ୍ଲାରେ ୨୪ ଘଣ୍ଟାରେ ୧୧୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ ରାଉରକେଲାରୁ ସର୍ବାଧିକ ୯୯ ଓ ପାଖଅଞ୍ଚଳରୁ ୧୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଉର କେଲାରୁ ଚିହ୍ନଟ ୯୯ ରୋଗୀଙ୍କ ମଧ୍ୟରୁ ୩୭ ଜଣ ବାହାରୁ ଆସିଛନ୍ତି ।ଡେଙ୍ଗୁରୋଗୀ ଚିହ୍ନଟ ନେଇ ସୂଚନା ଦେଲେ ସୁନ୍ଦରଗଡ଼ ସିଡିଏମଓ ।

- Advertisement -

Leave A Reply

Your email address will not be published.