ଦିନଦ୍ୱିପ୍ରହରେ ୧ ଲକ୍ଷ ଲୁଟ

0 327

ରାୟଗଡ଼ା,୨୦/୫(ଏସ ଏସ ନିଉଜ) ଦିନଦ୍ୱିପ୍ରହରେ ୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ ।ବାଇକ ଡିକିରୁ ଟଙ୍କା ସହ ଜମାଖାତା ଏଟିଏମ କାର୍ଡ ଲୁଟିନେଲେ ।ଚାଷୀ ବାଙ୍ଗାରରାଜୁ ପେଦେଣ୍ଟିଙ୍କ ଠାରୁ ଲୁଟିନେଲେ ଟଙ୍କା ।ଜେକେପୁର ସ୍ଥିତ SBIବ୍ୟାଙ୍କରୁ ନିଜ ଗାଁ ଅଙ୍ଗୁରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି ।

Leave A Reply

Your email address will not be published.