ଦୁର୍ଘଟଣା ନେଲା ୩ଜୀବନ

0 875

ନବରଙ୍ଗପୁର,୨୦।୩(ଏସଏସ ନିଉଜ)ନବରଙ୍ଗପୁରରେ ଦୁର୍ଘଟଣା ନେଇଛି ୩ଜଣଙ୍କ ଜୀବନ।ନବରଙ୍ଗପୁର- ଉମରକୋଟ ରାସ୍ତାର ବକଡ଼ାବେଡ଼ାରେ ଦୁର୍ଘଟଣା ଘଟିଛି।ପିକ୍‌ଅପ ଭ୍ୟାନ୍‌-ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରର ୩ଜଣଙ୍କର ମୃତୁ ହୋଇଛି।ବର୍ଷକର ଶିଶୁ ଆହତ ହୋଇ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଛନ୍ତି।ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.