ରାସ୍ତା ମଝିରେ ଜଳିଗଲା କାର୍

0 145

କେନ୍ଦୁଝର,୨୦।୩(ଏସଏସ ନିଉଜ)କେନ୍ଦୁଝର ଡି. ଡି. ମେଡିକାଲ କଲେଜ ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥର ରାସ୍ତା ମଝିରେ ଏକ ମାରୁତି ଅଲଟୋ କାର୍‌ଟି ଜଳିଯାଇଛି। ଏକ ଘରୋଇ ଫାଇନାନ୍ସ କମ୍ପାନୀର କିଛିଲୋକ କାର୍‌ଟିକୁ ସିଜ୍ କରି ନେଇ ପଳାଉଥିବା ବେଳେ କାର୍‌ରେ ନିଆଁ ଲାଗିଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ।

Leave A Reply

Your email address will not be published.