ମାତିଲେ ମାଓବାଦୀ

0 119

ମାଲକାନଗିରି,୨୦।୩(ଏସ ଏସନୀଉଜ)ପୁଣି ମାତିଛନ୍ତି ମାଓବାଦୀ । ଠିକା କମ୍ପାନୀର ୧୦ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍‌ ବାହିନୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।କାଙ୍କେର ଜିଲ୍ଲାର ଆଲପରସ ଗ୍ରାମରେ ସଡ଼କ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରି ଠିକା କମ୍ପାନୀର ୧୦ଟିଗାଡିକୁ ନିଆଁ ଲଗାଇ ପୋଡି ଦେଇ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ ।

Leave A Reply

Your email address will not be published.