ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

0 164

ଚନ୍ଦ୍ରଶେଖରପୁର, ୧୮/୮(ଏସଏସନିୟୁଜ) ଜଣେ ନାବାଳିକାକୁ ଅପହରଣ କରି ଦୁଇ ମାସ କାଳ ଗୃହବନ୍ଦୀ ଅବସ୍ଥା‌ରେ ରଖି ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ବ୍ରହ୍ମପୁରରେ ଚଢ଼ଉ କରି ରେହମଦ୍ ଖାଁ ନାମକ ଯୁବକକୁ ଗିରଫ କରିଛି ।ପଡ଼ୋଶୀ ଘରର ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଏହିଥାନା ଅଞ୍ଚଳର ଏକ ବସ୍ତିରେ ରହୁଥିବା ରେହମଦ୍ ଖାଁ ।ଅନ୍ୟପଟେ ନାବାଳିକାଙ୍କ ପରିବାରପକ୍ଷରୁ ଅପହରଣ ଅଭିଯୋଗ ଚନ୍ଦ୍ରଶେଖରପୁର ଥାନାରେ କରାଯିବାପରେ ପୁଲିସ ରେହମଦ୍ ର ମୋବାଇଲ୍ ନମ୍ବର ଟ୍ରାକିଂ କରି ଧରିଥିଲୋ

Leave A Reply

Your email address will not be published.