ଆଖିବୁଜିଲା ନରହନ୍ତା ଦନ୍ତା ନରସିଂହ

0 510

 

ଚନ୍ଦକା:୯/୩(ଏସଏସଏନ୍) ଆଖିବୁଜିଲା ଯାଜପୁର ନରହନ୍ତା ଦନ୍ତା ନରସିଂହ ।ଯାଜପୁରରେ ୪ ଜଣଙ୍କୁ ଦଳି ମାରିଥିଲା ଦନ୍ତା । ଏହା ପରେ ଚୌଦୁଆର ଓ ପରେ ଚନ୍ଦକା ସ୍ଥାନାନ୍ତର ହୋଇଥିଲା । ଚନ୍ଦକା ଅଭୟାରଣ୍ୟ କୁମାର ଖୁଣ୍ଟିରେ ଚାରୋଟି ଗୋଡରେ ବେଡି ବନ୍ଧାହୋଇ ରଖାଯାଇଥିଲା ।ଏବଂ ପାଦ ରେ ଦେହରେ ଅନେକ କ୍ଷତ ଚିହ୍ନ ରହିଥିଲା । ଆଜ୍ ତାର  ମୃତ୍ୟୁ ହୋଇଛି । ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.