ହାଇଓ୍ବା କାର୍ ମୁହାଁମୁହିଁ ଧକ୍କା

0 349

ବାରଙ୍ଗ:୮/୩(ଏସଏସଏନ୍)ରବିବାର ଅପରାହ୍ନ ୪ଟା ସମୟରେ ବାରଙ୍ଗ ବ୍ଲକ ନିକଟରେ ବାଲି ବୋଝେଇ ହାଇଓ୍ବା ଗାଡି ସହ କାର୍ ର ମୁହାଁମୁହିଁ ଧକ୍କା ହୋଇଛି ।ଫଳରେ କାର୍ ରେ ବସିଥିବା ଲୋକମାନେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଁଚି ହାଇଓ୍ବା ଗାଡିକୁ ଜବତ କରିଥିବା ବେଳେ ଗୁରୁତର ମାନଙ୍କୁ ହସ୍ପିଟାଲକୁ ପଠାଇଥିବା ସୁଚନା ମିଳିଛି ।

Leave A Reply

Your email address will not be published.