ଫିନାଇଲ ମିଶା ଖାଦ୍ୟ ଖାଇ ୬ ଗୁରୁତର

0 151

ବାଲେଶ୍ୱର,୧୧/୩(ଏସ ଏସ ନିଉଜ) ବିଷାକ୍ତ ଖାଦ୍ୟ ଖାଇ ୬ ଗୁରୁତର ହୋଇଥିବାର ଜଣାପଡିଛି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଯୋଗେନ୍ଦ୍ର ଆଞ୍ଚଳିକ କଲେଜରେ ଛାତ୍ରୀଙ୍କ ଖାଇବା ପାଇଁ ଖାଦ୍ୟ ପ୍ରସ୍ତୁତି ହୋଇଥିଲା।ଏହି ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି ଛାତ୍ରୀ।ଏହି ଖାଦ୍ୟରେ ରୋଷେୟା ଭୁଲରେ ଫିନାଇଲ ପକାଇ ଦେଇଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.