ଗାଧୋଇବା ବେଳେ ଚାଲିଗଲା ପ୍ରାଣ

0 283

ଭୁବନେଶ୍ବର,୧୩/୩(ଏସଏସନିୟୁଜ) ବାଙ୍କୁଆଳ ପାଖ କୁଆଖାଇରେ ଗାଧୋଇବାକୁ ଯାଇଥିବାବେଳେ ଜଣେ ବାଳକର ମୃତ୍ୟୁ ଘଟିଛି ।ମୃତ୍ୟୁବରଣ କରିଥିବା ବାଳକ ସପ୍ତମଶ୍ରେଣୀର ହୋଇଥିବାବେଳେ ଲକ୍ଷ୍ମିସାଗର ଅଂଚଳର ମହେଶ୍ୱରପୃଷ୍ଟି ବୋଲି ଜଣାପଡିଛି ।ତେବେ ୩ଜଣ ସାଙ୍ଗଙ୍କ ସହ କୁଆଖାଇକୁ ଶନିବାରଦିନ ଗାଧୋଇବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା ।ଗାଧୋଇବାବେଳେ ସେମାନଙ୍କ ମଧ୍ୟରୁ ଜଣେ ବୁଡିଯାଇଥିବାବେଳେ ତିନିଜଣଙ୍କୁ ଉଦ୍ଧାର କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.